ଆଦିନିଆ ବର୍ଷା ଆହୁରି ୪୮ ଘଣ୍ଟା ବରଷିବ

ଭୁବନେଶ୍ୱର : ଗତକାଲି ସକାଳୁ ଆରମ୍ଭ ହୋଇଥିବା ଝିପିଝିପି ବର୍ଷା ଅପରାହ୍ଣ ବେଳକୁ ତାର ବେଗ ବଢ଼ାଇଥିଲା । ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ, ବାଲେଶ୍ୱର ଭଳି ଉପକୂଳ ଜିଲ୍ଲାଗୁଡ଼ିକରେ ଦିନସାରା ଲାଗି ରହିଛି ବର୍ଷା। ଥଣ୍ଡା ପବନ ସାଙ୍ଗକୁ ଅଦିନିଆ ବର୍ଷାରେ ଉପକୂଳବାସୀ ହନ୍ତସନ୍ତ। ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଥିବା ଅବପାତ ଘନୀଭୂତ ହୋଇ ଭୀଷଣ ଅବପାତ ବା ଡିପ୍‌ ଡିପ୍ରେସନ୍‌ର ରୂପ ନେଇଥିଲା। ସନ୍ଧ୍ୟା ୯ଟା … Continue reading ଆଦିନିଆ ବର୍ଷା ଆହୁରି ୪୮ ଘଣ୍ଟା ବରଷିବ